ଯୀଶୁ ଗାଲିଲୀ ପରିତ୍ୟାଗ କରନ୍ତି ଓ ଯିହୂଦାରେ ଶିକ୍ଷା ଦେବା ଆରମ୍ଭ କରନ୍ତି ।
ଯଦି ତୁମ୍ଭର ଭାଷାରେ କାହାଣୀର ନୂତନ ଭାଗ ଆରମ୍ଭ କରିବାକୁ କୌଣସି ମାଧ୍ୟମ ଅଛି ତେବେ, ଏଠାରେ ବ୍ୟବହାର କରନ୍ତୁ ।
୧୮:୧ ୩୫ ଶବ୍ଦଗୁଡିକ
"ସେଠାରୁ ଚାଲିଗଲେ" କିମ୍ଭା "ପରିତ୍ୟାଗ କଲେ"
"ଅଞ୍ଚଳ ମଧ୍ୟରେ"
ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଆରମ୍ଭ କରନ୍ତି ।
"ଯୀଶୁଙ୍କ ନିକଟକୁ ଆସିଲେ"
ଫାରୂଶୀମାନଙ୍କୁ ଲଜ୍ଜିତ ହେବାକୁ ଯୀଶୁ ଚାହାନ୍ତି । (ଦେଖନ୍ତୁ: ଅଳଙ୍କାର ପ୍ରଶ୍ନ)
ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଜାରିରଖନ୍ତି ।
"ତାହାଙ୍କ ଭାର୍ଯାର ନିକଟତମ ହେବା"
"ଏକ ବ୍ୟକ୍ତି" (ଦେଖନ୍ତୁ: ଉପମା/ତୁଳନା/ରୁପକ)
ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଜାରିରଖନ୍ତି ।
"ଫାରୂଶୀମାନେ ଯୀଶୁଙ୍କୁ କହନ୍ତି"
"ଆମ ଯିହୂଦୀମାନଙ୍କୁ ଆଜ୍ଞା ଦିଅନ୍ତି"
ଚୁକ୍ତିପତ୍ର ଯାହା ଆଇନସଙ୍ଗତ୍ ଭାବରେ ବିବାହକୁ ସମାପ୍ତ କରେ
"ଯେତେବେଳେ ଈଶ୍ଵର ପୁରୁଷ ଓ ସ୍ତ୍ରୀକୁ ସୃଷ୍ଟି କଲେ ସେ କେବେହେଁ ସେମାନଙ୍କୁ ତ୍ୟାଗପତ୍ର ଦେବା ନିମନ୍ତେ ଇଚ୍ଛା କଲେ ନାହିଁ"
"ଯୌନ ସଙ୍ଗମର ଅବିଶ୍ଵସ୍ତ ବିନା"
ଅନେକ ପୁରାତନ ଶବ୍ଦ ଏଗୁଡିକୁ ଅନ୍ତର୍ଭୁକ୍ତ କରେ ନାହିଁ ।
ଯୀଶୁ ବିବାହ ଓ ତ୍ୟାଗପତ୍ର ବିଷୟରେ ଶିକ୍ଷା ଦେବା ଜାରିରଖନ୍ତି ।
"ସ୍ତ୍ରୀ ପୁରୁଷ ଭେଦ ବା ଲିଙ୍ଗ ଚିହ୍ନ ବିହୁନେ ଜନ୍ମ ହେବା ପୁରୁଷମାନେ"
ସମ୍ଭାବନା ଅର୍ଥଗୁଡିକ ହେଉଛି ୧) ନପୁଂସକ ଯେଉଁମାନେ ସେମାନଙ୍କର ଲିଙ୍ଗକୁ ଛିନ୍ନ କରନ୍ତି" କିମ୍ଭା ୨) ଯେଉଁ ଲୋକମାନେ ବିବାହ କରିବାକୁ ପସନ୍ଦ ନ କରି ଯୌନ ପ୍ରକ୍ରିୟାରେ ଶୁଚି ରହନ୍ତି" (ଦେଖନ୍ତୁ: ଉପମା/ରୁପକ/ତୁଳନା)
"ଯାହା ଫଳରେ ସେମାନେ ଈଶ୍ଵରଙ୍କ ସେବା ଉତ୍ତମ ଭାବରେ କରି ପାରିବେ"
୧୯:୧୧ ରେ "ଏହି ଶିକ୍ଷା ଗ୍ରହଣ କର...ଏହା ଗ୍ରହଣ କର" ତୁମ୍ଭେ କିପରି ଅନୁବାଦ କରିଅଛ ଦେଖ ।
ଯୀଶୁଙ୍କ ନିକଟକୁ ଲୋକମାନେ ପିଲାମାନଙ୍କୁ ଆଣନ୍ତି ।
ଏକାନ୍ତରୀକ ଅନୁବାଦ: "ଯୀଶୁଙ୍କ ନିକଟକୁ କେତେକ ପିଲାମାନଙ୍କୁ ଲୋକମାନେ ଆଣିଲେ ।" (ଦେଖନ୍ତୁ: କର୍ତ୍ତୁବାଚ୍ୟ କିମ୍ଭା କର୍ମବାଚ୍ୟ)
"ଅନୁମତି ଦେବା"
"ସେମାନଙ୍କୁ ମୋ ନିକଟକୁ ଆସିବାକୁ ବନ୍ଦ କର ନାହିଁ"
"ସ୍ଵର୍ଗରାଜ୍ୟ ଏହିପରି ଲୋକମାନଙ୍କର" କିମ୍ଭା "ଏହି ପିଲାମାନଙ୍କ ପରି ଲୋକମାନେ ହିଁ ସ୍ଵର୍ଗରାଜ୍ୟରେ ପ୍ରବେଶ କରିପାରିବେ"
ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି ।
ଲେଖକ ଗୋଟିଏ ନୂତନ ବ୍ୟକ୍ତିଙ୍କୁ କାହାଣୀ ଭିତରକୁ ଆଣୁଅଛନ୍ତି । ତୁମ୍ଭର ଭାଷାରେ ଏହା କରିବାର ଏକ ମାଧ୍ୟମ ହୋଇପାରେ ।
ବସ୍ତୁ ବା ବିଷୟ ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କରେ
"ଈଶ୍ଵର ଏକା ସମ୍ପୁର୍ଣ୍ଣ ଭାବରେ ଉତ୍ତମ ଅଟନ୍ତି"
ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି ।
ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଆରମ୍ଭ କରନ୍ତି ।
"ଇଚ୍ଛା କରିବା"
ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।
ଧନୀ ଲୋକମାନଙ୍କ ନିମନ୍ତେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବା ଅଧିକ କଷ୍ଟକର ଅଟେ । (ଦେଖନ୍ତୁ: ଅତ୍ୟୁକ୍ତି)
ଛୁଞ୍ଚିର ଶେଷ ଭାଗରେ ସୁତା ଦେବା ପାଇଁ ଥିବା ଏକ କ୍ଷୁଦ୍ର କଣା
ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।
"ଶିଷ୍ୟମାନେ ଆଶ୍ଚର୍ଯ୍ୟନ୍ଵୀତ ହେଲେ"
"ଆମ୍ଭେମାନେ ଆମ୍ଭମାନଙ୍କର ସମସ୍ତ ସମ୍ପତ୍ତି ପରିତ୍ୟାଗ କରିଅଛୁ" କିମ୍ଭା "ଆମ୍ଭେମାନେ ଆମ୍ଭର ସମସ୍ତ ଧନ ସମ୍ପତ୍ତି ପରିତ୍ୟାଗ କରିଅଛୁ"
"ଆମ୍ଭମାନଙ୍କୁ ଈଶ୍ଵର କେଉଁ ଉତ୍ତମ ବିଷୟ ଦେବେ"
ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।
ସେହି ସମୟରେ ଯେତେବେଳେ ସମସ୍ତ ବିଷୟ ନୂତନ ହେବ" କିମ୍ଭା "ନୂତନ ଯୁଗରେ"
"ରାଜାମାନେ ହେବେ ଓ ଉପରେ ଶାସନ କରିବେ" (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)
ଜଗତର ଧନ ଓ ସ୍ଵର୍ଗର ପୁରଷ୍କାର ବିଷୟରେ ଯୀଶୁ ଶିକ୍ଷା ଦେବା ଜାରିରଖନ୍ତୁ ।
"ଯେତେ ପରିମାଣର ଉତ୍ତମ ବିଷୟସବୁ ପରିତ୍ୟାଗ କରିଥିଲେ ତାହା ଶଏ ଗୁଣ ପାଇବେ"
ଜଗତର ଦୃଷ୍ଟିରେ ଯେଉଁମାନେ ପ୍ରଥମ, ଯେପରି ଯେଉଁମାନେ ଧନୀ ଅଟନ୍ତି ପୁଣି ଅନ୍ୟମାନଙ୍କୁ ଶାସନ କରନ୍ତି, ସେମାନେ ଦିନେ ଈଶ୍ଵରଙ୍କ ରାଜ୍ୟରେ ଶେଷ ହେବେ ।