ଯୀଶୁ ଓ ଧାର୍ମିକନେତାମାନଙ୍କ ଶ ଏକ ବିବାଦ ଆରମ୍ଭ ହୁଏ
ଯିହୁଦୀ ନେତାମାନେ ଈଶ୍ଵରଙ୍କଠାରୁ ଏକ ଚିନ୍ନ ମାଗୁଥିଲେ ।(ଦେଖନ୍ତୁ: Metonymy or Personification [ଶବ୍ଦ ପରିବର୍ତ୍ତେ ବ୍ୟବହୃତ ହୋଇଥିବା ତା'ର ଲକ୍ଷଣ ସୁଚକ ଶବ୍ଦ କିମ୍ବା ମାନବୀକରଣ ]) କିନ୍ତୁ ସେମାନେ ଦେଖି ପାରୁଥିବା ଆକାଶକୁ ଦେଖିବାକୁ ଯୀଶୁ ସେମାନଙ୍କୁ କହିଲେ, ଯେଉଁଠାରେ ଈଶ୍ଵର ବାସ କରନ୍ତି ଓ ଆକାଶ ଅଛି ସେଥିପାଇଁ ଗୋଟିଏ ଶବ୍ଦ ବ୍ୟବହାର କରନ୍ତୁ ଫଳରେ କେବଳ ପାଠଇମାନେ ଭିନ୍ନ ଅର୍ଥଗୁଡିକକୁ ବୁଝି ପାରିବେ
ଦିବସର ସମୟରେ ଯେତେବେଳେ ସୁର୍ଯ୍ୟ ଲୁଚିଯାଏ '
ସ୍ପଷ୍ଟ ଓ ଶାନ୍ତ , ମନୋହର
ସୂର୍ଯ୍ୟାସ୍ତ ସହ ଆକାଶ ଉଜ୍ଜଳ ଓ ସ୍ପଷ୍ଟ
ଯୀଶୁ ଓ ଧାର୍ମିକନେତାମାନଙ୍କ ଶ ଏକ ବିବାଦ ଆରମ୍ଭ ହୁଏ
ମେଘୁଆ ଓ ଝଡ଼ ପାଗ ''
'' ଅନ୍ଧାର ଓ ବିଜୁଳି''
ଈଶ୍ଵର ତୁମ୍ଭମାନଙ୍କୁ କୌଣସି ଚିନ୍ନ ଦେବେ ନାହିଁ ।( ଦେଖନ୍ତୁ : active or passive and Implicit or Explicit , [କ୍ରିୟାବାଚ୍ୟ ଉ କର୍ମବାଚ୍ୟ ଓ ସ୍ପଷ୍ଟ ଓ ଅନ୍ତର୍ନିହିତ ସୁଚନା] )
ଯିହୁଦୀନେତାଙ୍କ ସହିତ ବିବାଦ ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଚେତାବନି ଦିଅନ୍ତି
ମନ୍ଦ ବିଚାରଗୁଡିକ ଓ ଭୁଲ ଶିକ୍ଷାଗୁଡିକ ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])
'' ଯୁକ୍ତିତର୍କ କରିବା'' କିମ୍ବା '' ବିବାଦ ''
ଯିହୁଦୀନେତାଙ୍କ ସହିତ ବିବାଦ ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଚେତାବନି ଦିଅନ୍ତି
ଯିହୁଦୀନେତାଙ୍କ ସହିତ ବିବାଦ ପରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଚେତାବନି ଦିଅନ୍ତି
'' ତୁମ୍ଭମାନଙ୍କୁ ମୁଁ ରୋଟି ବିଷୟରେ ବାସ୍ତବରେ କହୁ ନ ଥିଲା ତୁମ୍ଭେମାନେ ତାହା ବୁଝିବା ଉଚିତ ଥିଲା '' (UDB ) ।( ଦେଖନ୍ତୁ: ଆଳଙ୍କାରିକପ୍ରଶ୍ନ ]
ମନ୍ଦ ବିଚାରଗୁଡିକ ଓ ଭୁଲ ଶିକ୍ଷାଗୁଡିକ ।( ଦେଖନ୍ତୁ: ଉପମା କିମ୍ବା ତୁଳନା ])
'' ଶିଷ୍ୟମାନେ''
ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ରରୂପେ ପିତରଙ୍କ ସ୍ୱୀକାର
'' କିନ୍ତୁ ତୁମ୍ଭମାନଙ୍କୁ ମୁଁ ପଚାରେ , ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ ? ''
ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ରରୂପେ ପିତରଙ୍କ ସ୍ୱୀକାରକୁ ଯୀଶୁ ଉତ୍ତର ଦିଅନ୍ତି
'' ଶିମୋନ '' ଯୂନସର ପୁତ୍ର ''
'' ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ '' ।(ଦେଖନ୍ତୁ: [ଶବ୍ଦ ପରିବର୍ତ୍ତେ ବ୍ୟବହୃତ ହୋଇଥିବା ତା'ର ଲକ୍ଷଣ ସୁଚକ ଶବ୍ଦ କିମ୍ବା ମାନବୀକରଣ ])
ସମ୍ଭବ ଅର୍ଥଗୁଡିକ ୧) ମୃତ୍ୟୁର ବଳ ଏହାକୁ ପରାଜୟ କରିବ ନାହିଁ '' ( ଦେଖନ୍ତୁ : UDB ) ଯେପରି ଏକ ସେନାଗୋଷ୍ଟି ଏକ ନଗରକୁ ବିନାଶ କରନ୍ତି ଏହା ସେହିପରି ମୃତ୍ୟୁକୁ ଶକ୍ତିକୁ ବିନାଶ କରିବ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])
ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ରରୂପେ ପିତରଙ୍କ ସ୍ୱୀକାରକୁ ଯୀଶୁ ଉତ୍ତର ଦିଅନ୍ତି
ଯେପରି ଏକ ଦାସ ଅତିଥିମାନଙ୍କୁ ଗୃହରେ ସ୍ୱାଗତ କରେ ସେହିପରି ଈଶ୍ଵରଙ୍କର ଲୋକ ହେବାକୁ ଲୋକଙ୍କ ପାଇଁ ପଥ ଖୋଲିବାକୁ ସକ୍ଷମ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])
ଲୋକମାନେ କ୍ଷମାପ୍ରାପ୍ତ ବୋଲି ଘୋଷଣା କରିବାକୁ କିମ୍ବା ଦୋଷୀ ଘୋଷିତହେବା ଯେପରି ଏହା ସ୍ଵର୍ଗରେ ମଧ୍ୟ ହୁଏ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])
ତାହାଙ୍କୁ ଅନୁସରଣ କରିବାର ମୁଲ୍ୟ ଯୀଶୁ ଶିଷ୍ୟମାନଙ୍କୁ କୁହନ୍ତି
ଯୀଶୁ ସେ ଖ୍ରୀଷ୍ଟ ବୋଲି ଶିଷ୍ୟମାନଙ୍କୁ କହିଲା ପରେ କାହାକୁ କିଛି ନ କହିବାକୁ ଅଜ୍ଞା ଦେଲେ ଓ ସେମାନ ଈଶ୍ଵରଙ୍କର ଯୋଜନା ବିଷୟରେ କହିଲେ
AT : '' ସେମାନେ ତାଙ୍କୁ ବଧ କରିବେ '' ।( ଦେଖନ୍ତୁ : [କ୍ରିୟାବାଚ୍ୟ ଉ କର୍ମବାଚ୍ୟ] )
'' ତୃତୀୟ ଦିବସରେ ଈଶ୍ଵର ତାଙ୍କୁ ପୁଣିଥରେ ଜୀବିତ କରିବେ ''
ତାହାଙ୍କୁ ଅନୁସରଣ କରିବାର ମୁଲ୍ୟ ଯୀଶୁ ଶିଷ୍ୟମାନଙ୍କୁ କୁହନ୍ତି
'' ମୋ ସହିତ ଶିଷ୍ୟରୁପେ ଆସୁ ''
'' ନିଜର ଅଭିଳାଷକୁ ନ ଦେଇ '' କିମ୍ବା '' ନିଜର ଅଭିଳାଷକୁ ଭୁଲିଯାଇ ''
'' ଆପଣା କୃଶ ଉଠାଇ , ଏହାକୁ ଘେନି ଓ ମୋହର ଅନୁଗମନ କରୁ'' ଯେପରି ଖ୍ରୀଷ୍ଟ କଲେ ସେହି ପରି ମରିବାକୁ ଇଚ୍ଛା କରି ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])
'' କାରଣ ଯେକେହି ଇଚ୍ଛାକରେ ''
ଯଦି ସେ ଜଗତର ସମସ୍ତ ବିଷୟ ଲାଭ କରେ ''
'' ସେ ନିଜେ ନିଜକୁ ହୋରାଏ କିମ୍ବା ବିନାଶ କରେ ''
ତାହାଙ୍କୁ ଅନୁସରଣ କରିବାର ମୁଲ୍ୟ ଯୀଶୁ ଶିଷ୍ୟମାନଙ୍କୁ କୁହନ୍ତି
ସେମାନେ ମରିବା ପୁର୍ବରୁ ମନୁଷ୍ୟପୁତ୍ର ଆପଣା ରାଜ୍ୟରେ ଦେଖିବେ ''
'' ମୃତ୍ୟୁକୁ ଅନୁଭବ କରିପାରିବେ ନାହିଁ '' କିମ୍ବା '' ମରିବେ ନାହିଁ ''
'' ଯେଉଁ ପର୍ଯ୍ୟନ୍ତ ସେମାନେ ମୋତେ ଆପଣା ରାଜ୍ୟରେ ଆଗମନ କରିବା ଦେଖନ୍ତି '' ( ଦେଖନ୍ତୁ : ପ୍ରଥମ, ଦ୍ବିତୀୟ ଓ ତୃତୀୟ ପୁରୁଷ )