#. ଏହି ଅଧ୍ୟାୟରେ କଅଣ ଘଟିଥିଲା ତାହା ବର୍ଣ୍ଣନା କରେ ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ଯିହୁଦାର ବେଥଲିହିମ "ଯିହୁଦା ଅଂଚଳରେ ବେଥଲିହିମ ନଗର" (UDB) #. ପଣ୍ଡିତ ମାନେ "ପୁରୁଷମାନେ ଯେଉଁମାନେ ନକ୍ଷତ୍ରର ଅଧ୍ୟୟନ କରିଥିଲେ" (UDB) #.ହେରୋଦ ଏହା ମହାନ୍ ହେରୋଦଙ୍କୁ ସୁଚାଏ । #. ସେ କେଉଁଠାରେ ଯିଏ ଯିହୁଦୀମାନଙ୍କ ରାଜା ଭାବରେ ଜନ୍ମଗ୍ରହଣ କରିଛନ୍ତି ? ପୁରୁଷମାନେ ଜାଣିଥିଲେ ଯେ ଜଣେ ଯିଏ ରାଜା ହେବେ ଜନ୍ମଗ୍ରହଣ କରିଛନ୍ତି । ସେମାନେ ଜାଣିବାକୁ ଚାହୁଁଥିଲେ ଯେ ସେ କେଉଁଠାରେ ଅଛନ୍ତି "ଏକ ଶିଶୁ ଯିଏ ଯିହୁଦୀମାନଙ୍କର ରାଜା ଭାବେ ଜନ୍ମ ଗ୍ରହଣ କରିଅଛନ୍ତି, ସେ କେଉଁଠାରେ ଅଛନ୍ତି ?" #. ତାହାଙ୍କ ନକ୍ଷତ୍ର "ନକ୍ଷତ୍ର ଯାହା ତାହାଙ୍କ ବିଷୟରେ କୁହେ" କିମ୍ବା "ନକ୍ଷତ୍ର ଯାହା ତାହାଙ୍କ ଜନ୍ମ ସହିତ ସଂଯୁକ୍ତ ଅଟେ" । ସେମାନେ ଏହା କହୁନଥିଲେ ଯେ ଶିଶୁଟି ଏହି ନକ୍ଷତ୍ରର ଠିକ ଅଧିକାରୀ ଅଟନ୍ତି #. ଉପାସନା ଏହି ଶବ୍ଦର ସମ୍ଭବତଃ ଅର୍ଥଗୁଡିକ ହେଲା ୧)ସେମାନେ ଉଦ୍ଦେଶ୍ୟସହ ଶିଶୁକୁ ଐଶ୍ଵରୀୟ ଭାବରେ ଉପାସନା କରିବାକୁ ଚାହିଁଲେ, କିମ୍ବା ୨)ସେମାନେ ଏକ ମନୁଷ୍ୟ ରାଜା ଭାବରେ "ଗୌରବ" କରିବାକୁ ଇଚ୍ଛା କଲେ । ଯଦି ଆପଣଙ୍କ ଭାଷାରେ ଏହାର ପ୍ରକୃତ ଶବ୍ଦ ଥାଏ ଯାହାର ଏହି ଦୁଇଟି ଅର୍ଥ ଅଟେ, ଆପଣ ଏହି ସ୍ଥାନରେ ବ୍ୟବହାର କରିବା ଉଚିତ୍ ବୋଧ କରିବାକୁ ପଡିବ । #. ସେ ଉଦ୍ବିଘ୍ନ ହୋଇଗଲେ "ସେ ବ୍ୟତିବ୍ୟସ୍ତ ହୋଇଗଲେ" ଯେ ଅନ୍ୟକେହି ଜଣ ତାହାଙ୍କୁ ସ୍ଥାନାନ୍ତର କରି ଯିହୁଦୀମାନଙ୍କ ରାଜା ଭାବରେ ଘୋଷିତ ହେବେ । #. ସମସ୍ତ ଯିରୁଶାଲମ "ଯିରୁଶାଲମର ଅନେକ ଲୋକମାନେ" (UDB) ଯେ ହେରୋଦ ରାଜା କ'ଣ କରିବେ ବୋଲି ଭୟ କଲେ ।
#. ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ଯିହୁଦାର ବେଥଲିହିମ ବିକଳ୍ପ ଅନୁବାଦ: "ଯିହୁଦା ଅଂଚଳରେ ବେଥଲିହିମ ନଗର" । #. ଏହା ଯାହା ଭାବବାଦୀଙ୍କ ଦ୍ଵାରା ଲେଖା ହୋଇଅଛି ଏହା କର୍ତୃବାଚ୍ୟ ପ୍ରକାରେ ବିବୃତ କରାଯାଇପାରେ "ଏହା ଯାହା ଭାବବାଦୀ ଲେଖିଲେ" । (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଭାବବାଦୀଙ୍କ ଦ୍ଵାରା ଲେଖାହୋଇଅଛି ବିକଳ୍ପ ଅନୁବାଦ: "ମୀଖା ଭାବବାଦୀଙ୍କ ଦ୍ଵାରା ଲେଖାଯାଇଅଛି" । #. ତୁମ୍ଭେ ବେଥଲିହିମ,.........ଯିହୁଦାର ପ୍ରଧାନ ନଗରସମୁହ ମଧ୍ୟରୁ କୌଣସୀ ପ୍ରକାରେ କ୍ଷୁଦ୍ରତମ ନୋହୁଁ "ତୁମ୍ଭେମାନେ ଯେଉଁମାନେ ବେଥଲିହିମରେ ବାସ କର, ତୁମ୍ଭମାନଙ୍କର ନଗର ଅତି ଗୁରୁତ୍ଵପୁର୍ଣ୍ଣ ଅଟେ" (UDB) କିମ୍ବା "ତୁମ୍ଭେ ବେଥଲିହିମ,......ନଗରମାନଙ୍କମଧ୍ୟରୁ ଏକ ଗୁରୁତ୍ଵପୁର୍ଣ୍ଣ ଅଟେ" (ଦେଖନ୍ତୁ:ବର୍ଣ୍ଣଲୋପ) (ଦେଖନ୍ତୁ: litotes ଆଳଙ୍କରିକ)
#. ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ହେରୋଦ ଗୁପ୍ତ ଭାବରେ ପଣ୍ଡିତମାନଙ୍କୁ ଡାକିଲେ ଏହାର ଅର୍ଥ ଯେ ଅନ୍ୟ ଲୋକମାନଙ୍କର ଅଜଣାତରେ ହେରୋଦ ପୁରୁଷମାନଙ୍କ ସହ କଥା ହେଲେ । #. ବାଳକ ଶିଶୁ ଏହା ଶିଶୁ ଯୀଶୁଙ୍କୁ ସୁଚାଏ । #. ଉପାସନା ଏହାକୁ ସେହି ଶବ୍ଦରେ ଅନୁବାଦ କର ଯାହା ଆପଣ ୧:୨ରେ କରିଥିଲ ।
ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ସେମାନେ ରାଜାଙ୍କ ଶୁଣିଲା ପରେ "ତା'ପରେ" (UDB) କିମ୍ବା "ପଣ୍ଡିତ ମାନେ ରାଜାଙ୍କ ଶୁଣିଲା ପରେ" #. ସେମାନଙ୍କ ସମ୍ମୁଖରେ ଗଲା ବିକଳ୍ପ ଅନୁବାଦ: "ସେମାନଙ୍କୁ କଢାଇ ନେଲା ।" #. ଉପରେ ସ୍ଥଗିତ ହେଲା ବିକଳ୍ପ ଅନୁବାଦ: "ଅଟକି ଗଲା ।"
ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ସେମାନେ ପଣ୍ଡିତମାନଙ୍କୁ ସୁଚାଏ #. ଉପାସନା ଏହାକୁ ସେହି ଶବ୍ଦରେ ଅନୁବାଦ କର ଯାହା ଆପଣ ୧:୨ରେ ବ୍ୟବହାର କରିଥିଲ ।
ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ସେମାନେ ପ୍ରସ୍ଥାନ କଲେ "ପଣ୍ଡିତମାନେ ଚାଲିଗଲେ" ଉଠ, ଘେନ....ପଳାଅ...ରୁହ....ତୁମ୍ଭେ ଈଶ୍ଵର ଯୋଷେଫଙ୍କୁ କଥା ହେଉଛନ୍ତି, ତେବେ ଏହିସବୁ ଏକବଚନର ପ୍ରକାରରେ ହେବ ।(ଦେଖନ୍ତୁ : 'ଆପଣ' ର ପ୍ରକାରର) #. ହେରୋଦଙ୍କ ମରଣ ନହେବା ପର୍ଯ୍ୟନ୍ତ ହେରୋଦ ୨:୧୯ ପର୍ଯ୍ୟନ୍ତ ମୃତ୍ୟୁବରଣ କଲେ ନାହିଁ ଏହି ବିବୃତ୍ତି ସେମାନଙ୍କ ମିଶର ଦେଶରେ କେତେଦିନ ରହିବା ବିଷରେ ବର୍ଣ୍ଣନା କରେ, ଏବଂ ହେରୋଦ ଏହି ସମୟରେ ମୃତ୍ୟୁବରଣ କଲେ ବୋଲି କୁହେ ନାହିଁ । #. ମିଶରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ ଏହା ଏକ ଉର୍ଦ୍ଧୃତ ଅଟେ ଯାହାକୁ ହୋଶେୟ ୧୧:୧ରୁ ଅଣାଯାଇଅଛି ମାଥିଉର ଗ୍ରୀକ୍ ବାକ୍ୟାଂଶ ଗୁଡିକଠାରୁ ହୋଶେୟର ଥିବା ଏବ୍ରୀ ବାକ୍ୟାଂଶ ଗୁଡିକ ଅଳ୍ପ ଭିନ୍ନ ଅଟେ "ମିଶରରୁ" ଶବ୍ଦରେ ଗୁରୁତ୍ଵ ଦିଆଯାଇଛି, ଅନ୍ୟ କୌଣସୀ ସ୍ଥାନ ନୁହେଁ "ଏହା ମିଶରରୁ ଯେ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ। "
ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ତା'ପରେ ହେରୋଦ ଏହା ଯୋଷେଫ ମରିୟମ ଏବଂ ଯୀଶୁଙ୍କ ସହ ମିଶରକୁ ପଳାୟନ ହେଲା ପରେ ହେରୋଦ ଯାହା କଲେ ତାହା ବର୍ଣ୍ଣନା କରେ ହେରୋଦ ୨:୧୯ ନ ହେବା ପର୍ଯ୍ୟନ୍ତ ମୃତ୍ୟୁବରଣ କରନ୍ତି ନାହିଁ । #. ସେ ପ୍ରବଞ୍ଚୀତ ହେଲେ "ପଣ୍ଡିତମାନେ ତାହାଙ୍କୁ ଚତୁରତାର ସହିତ ଲଜ୍ଜିତ କରାଇଲେ" (ଦେଖନ୍ତୁ : UDB) #. ସେ ପଠାଇଲେ ଏବଂ ସମସ୍ତ ନ୍ୟୁନ ବୟସ୍କ ବାଳକମାନଙ୍କୁ ହତ୍ୟା କଲେ ବିକଳ୍ପ ଅନୁବାଦ: "ସେ ସମସ୍ତ ବାଳକମାନଙ୍କୁ ହତ୍ୟା କରିବାକୁ ଆଜ୍ଞା ଦେଲେ" କିମ୍ବା ସେ ସେଠାରେ ଥିବା ସମସ୍ତ ଶିଶୁ ବାଳକମାନଙ୍କୁ ହତ୍ୟା କରିବାକୁ ସୈନ୍ୟମାନଙ୍କୁ ପଠାଇଲେ ।" (UDB)
ଏହି ଅଧ୍ୟାୟ ବର୍ଣ୍ଣନା କରେ ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । ପଦ ୧୮ ଯିରିମିୟ ୩୧:୧୫ରୁ ଉର୍ଦ୍ଧୃତ କରାଯାଇଅଛି ଗ୍ରୀକ୍ ପାଠ୍ୟର ମାଥିଉର ଶବ୍ଦଗୁଡିକ ଏବ୍ରୀ ପାଠ୍ୟର ଯିରିମିୟ ଶବ୍ଦଗୁଡିକ ଠାରୁ ଅଳ୍ପ ଅନ୍ତର ରହିଅଛି ।
ଏହି ଅଧ୍ୟାୟ ବର୍ଣ୍ଣନା କରେ ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ ।
#. ଦେଖ
ଏହି ଚିହ୍ନ ଅନ୍ୟ ବୃହତ୍ କାହାଣୀରେ ଏକ ଅନ୍ୟ ଘଟଣାକୁ ଆରମ୍ଭ କରେ. ଏଥିରେ ପୁର୍ବବର୍ତ୍ତୀ ଘଟଣା ଠାରୁ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି
ଆପଣଙ୍କ ଭାଷାର ଏହା କରିବାରେ ଏକ ଉପାୟ ରହିଅଛି ।
#. ଯିଏ ଏକ ଶିଶୁ ବାଳକର ଜୀବନ ନେବାକୁ ଚେଷ୍ଟା କଲା
"ଯିଏ ଶିଶୁ ବାଳକକୁ ହତ୍ୟା କରିବାକୁ ଚେଷ୍ଟା କଲା
#. ଏହି ଅଧ୍ୟାୟ ବର୍ଣ୍ଣନା କରେ ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. କିନ୍ତୁ ଯେତେବେଳେ ସେ ଶୁଣିଲେ "କିନ୍ତୁ ଯେତେବେଳେ ଯୋଷେଫ ଶୁଣିଲେ" #. ତାଙ୍କ ପିତା ହେରୋଦ "ସେ ଆର୍ଖିଲାୟଙ୍କ ପିତା ଅଟନ୍ତି ।" #. ସେ ସେଠାକୁ ଯିବାପାଇଁ ଭୟ କରୁଥିଲେ "ସେ" ଯୋଷେଫଙ୍କୁ ସୁଚାଏ । #. ସେ ନାଜରତୀୟ ବୋଲି ଖ୍ୟାତ ହେବେ "ସେ" ଯୀଶୁଙ୍କୁ ସୁଚାଏ ।