Matthew 2

Matthew 2:1

#. ଏହି ଅଧ୍ୟାୟରେ କଅଣ ଘଟିଥିଲା ତାହା ବର୍ଣ୍ଣନା କରେ ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ଯିହୁଦାର ବେଥଲିହିମ "ଯିହୁଦା ଅଂଚଳରେ ବେଥଲିହିମ ନଗର" (UDB) #. ପଣ୍ଡିତ ମାନେ "ପୁରୁଷମାନେ ଯେଉଁମାନେ ନକ୍ଷତ୍ରର ଅଧ୍ୟୟନ କରିଥିଲେ" (UDB) #.ହେରୋଦ ଏହା ମହାନ୍ ହେରୋଦଙ୍କୁ ସୁଚାଏ । #. ସେ କେଉଁଠାରେ ଯିଏ ଯିହୁଦୀମାନଙ୍କ ରାଜା ଭାବରେ ଜନ୍ମଗ୍ରହଣ କରିଛନ୍ତି ? ପୁରୁଷମାନେ ଜାଣିଥିଲେ ଯେ ଜଣେ ଯିଏ ରାଜା ହେବେ ଜନ୍ମଗ୍ରହଣ କରିଛନ୍ତି । ସେମାନେ ଜାଣିବାକୁ ଚାହୁଁଥିଲେ ଯେ ସେ କେଉଁଠାରେ ଅଛନ୍ତି "ଏକ ଶିଶୁ ଯିଏ ଯିହୁଦୀମାନଙ୍କର ରାଜା ଭାବେ ଜନ୍ମ ଗ୍ରହଣ କରିଅଛନ୍ତି, ସେ କେଉଁଠାରେ ଅଛନ୍ତି ?" #. ତାହାଙ୍କ ନକ୍ଷତ୍ର "ନକ୍ଷତ୍ର ଯାହା ତାହାଙ୍କ ବିଷୟରେ କୁହେ" କିମ୍ବା "ନକ୍ଷତ୍ର ଯାହା ତାହାଙ୍କ ଜନ୍ମ ସହିତ ସଂଯୁକ୍ତ ଅଟେ" । ସେମାନେ ଏହା କହୁନଥିଲେ ଯେ ଶିଶୁଟି ଏହି ନକ୍ଷତ୍ରର ଠିକ ଅଧିକାରୀ ଅଟନ୍ତି #. ଉପାସନା ଏହି ଶବ୍ଦର ସମ୍ଭବତଃ ଅର୍ଥଗୁଡିକ ହେଲା ୧)ସେମାନେ ଉଦ୍ଦେଶ୍ୟସହ ଶିଶୁକୁ ଐଶ୍ଵରୀୟ ଭାବରେ ଉପାସନା କରିବାକୁ ଚାହିଁଲେ, କିମ୍ବା ୨)ସେମାନେ ଏକ ମନୁଷ୍ୟ ରାଜା ଭାବରେ "ଗୌରବ" କରିବାକୁ ଇଚ୍ଛା କଲେ । ଯଦି ଆପଣଙ୍କ ଭାଷାରେ ଏହାର ପ୍ରକୃତ ଶବ୍ଦ ଥାଏ ଯାହାର ଏହି ଦୁଇଟି ଅର୍ଥ ଅଟେ, ଆପଣ ଏହି ସ୍ଥାନରେ ବ୍ୟବହାର କରିବା ଉଚିତ୍ ବୋଧ କରିବାକୁ ପଡିବ । #. ସେ ଉଦ୍ବିଘ୍ନ ହୋଇଗଲେ "ସେ ବ୍ୟତିବ୍ୟସ୍ତ ହୋଇଗଲେ" ଯେ ଅନ୍ୟକେହି ଜଣ ତାହାଙ୍କୁ ସ୍ଥାନାନ୍ତର କରି ଯିହୁଦୀମାନଙ୍କ ରାଜା ଭାବରେ ଘୋଷିତ ହେବେ । #. ସମସ୍ତ ଯିରୁଶାଲମ "ଯିରୁଶାଲମର ଅନେକ ଲୋକମାନେ" (UDB) ଯେ ହେରୋଦ ରାଜା କ'ଣ କରିବେ ବୋଲି ଭୟ କଲେ ।

Matthew 2:4

#. ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ଯିହୁଦାର ବେଥଲିହିମ ବିକଳ୍ପ ଅନୁବାଦ: "ଯିହୁଦା ଅଂଚଳରେ ବେଥଲିହିମ ନଗର" । #. ଏହା ଯାହା ଭାବବାଦୀଙ୍କ ଦ୍ଵାରା ଲେଖା ହୋଇଅଛି ଏହା କର୍ତୃବାଚ୍ୟ ପ୍ରକାରେ ବିବୃତ କରାଯାଇପାରେ "ଏହା ଯାହା ଭାବବାଦୀ ଲେଖିଲେ" । (ଦେଖନ୍ତୁ: କର୍ତୃବାଚ୍ୟ କିମ୍ବା କର୍ମବାଚ୍ୟ) #. ଭାବବାଦୀଙ୍କ ଦ୍ଵାରା ଲେଖାହୋଇଅଛି ବିକଳ୍ପ ଅନୁବାଦ: "ମୀଖା ଭାବବାଦୀଙ୍କ ଦ୍ଵାରା ଲେଖାଯାଇଅଛି" । #. ତୁମ୍ଭେ ବେଥଲିହିମ,.........ଯିହୁଦାର ପ୍ରଧାନ ନଗରସମୁହ ମଧ୍ୟରୁ କୌଣସୀ ପ୍ରକାରେ କ୍ଷୁଦ୍ରତମ ନୋହୁଁ "ତୁମ୍ଭେମାନେ ଯେଉଁମାନେ ବେଥଲିହିମରେ ବାସ କର, ତୁମ୍ଭମାନଙ୍କର ନଗର ଅତି ଗୁରୁତ୍ଵପୁର୍ଣ୍ଣ ଅଟେ" (UDB) କିମ୍ବା "ତୁମ୍ଭେ ବେଥଲିହିମ,......ନଗରମାନଙ୍କମଧ୍ୟରୁ ଏକ ଗୁରୁତ୍ଵପୁର୍ଣ୍ଣ ଅଟେ" (ଦେଖନ୍ତୁ:ବର୍ଣ୍ଣଲୋପ) (ଦେଖନ୍ତୁ: litotes ଆଳଙ୍କରିକ)

Matthew 2:7

#. ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ହେରୋଦ ଗୁପ୍ତ ଭାବରେ ପଣ୍ଡିତମାନଙ୍କୁ ଡାକିଲେ ଏହାର ଅର୍ଥ ଯେ ଅନ୍ୟ ଲୋକମାନଙ୍କର ଅଜଣାତରେ ହେରୋଦ ପୁରୁଷମାନଙ୍କ ସହ କଥା ହେଲେ । #. ବାଳକ ଶିଶୁ ଏହା ଶିଶୁ ଯୀଶୁଙ୍କୁ ସୁଚାଏ । #. ଉପାସନା ଏହାକୁ ସେହି ଶବ୍ଦରେ ଅନୁବାଦ କର ଯାହା ଆପଣ ୧:୨ରେ କରିଥିଲ ।

Matthew 2:9

ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ସେମାନେ ରାଜାଙ୍କ ଶୁଣିଲା ପରେ "ତା'ପରେ" (UDB) କିମ୍ବା "ପଣ୍ଡିତ ମାନେ ରାଜାଙ୍କ ଶୁଣିଲା ପରେ" #. ସେମାନଙ୍କ ସମ୍ମୁଖରେ ଗଲା ବିକଳ୍ପ ଅନୁବାଦ: "ସେମାନଙ୍କୁ କଢାଇ ନେଲା ।" #. ଉପରେ ସ୍ଥଗିତ ହେଲା ବିକଳ୍ପ ଅନୁବାଦ: "ଅଟକି ଗଲା ।"

Matthew 2:11

ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ସେମାନେ ପଣ୍ଡିତମାନଙ୍କୁ ସୁଚାଏ #. ଉପାସନା ଏହାକୁ ସେହି ଶବ୍ଦରେ ଅନୁବାଦ କର ଯାହା ଆପଣ ୧:୨ରେ ବ୍ୟବହାର କରିଥିଲ ।

Matthew 2:13

ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ସେମାନେ ପ୍ରସ୍ଥାନ କଲେ "ପଣ୍ଡିତମାନେ ଚାଲିଗଲେ" ଉଠ, ଘେନ....ପଳାଅ...ରୁହ....ତୁମ୍ଭେ ଈଶ୍ଵର ଯୋଷେଫଙ୍କୁ କଥା ହେଉଛନ୍ତି, ତେବେ ଏହିସବୁ ଏକବଚନର ପ୍ରକାରରେ ହେବ ।(ଦେଖନ୍ତୁ : 'ଆପଣ' ର ପ୍ରକାରର) #. ହେରୋଦଙ୍କ ମରଣ ନହେବା ପର୍ଯ୍ୟନ୍ତ ହେରୋଦ ୨:୧୯ ପର୍ଯ୍ୟନ୍ତ ମୃତ୍ୟୁବରଣ କଲେ ନାହିଁ ଏହି ବିବୃତ୍ତି ସେମାନଙ୍କ ମିଶର ଦେଶରେ କେତେଦିନ ରହିବା ବିଷରେ ବର୍ଣ୍ଣନା କରେ, ଏବଂ ହେରୋଦ ଏହି ସମୟରେ ମୃତ୍ୟୁବରଣ କଲେ ବୋଲି କୁହେ ନାହିଁ । #. ମିଶରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ ଏହା ଏକ ଉର୍ଦ୍ଧୃତ ଅଟେ ଯାହାକୁ ହୋଶେୟ ୧୧:୧ରୁ ଅଣାଯାଇଅଛି ମାଥିଉର ଗ୍ରୀକ୍ ବାକ୍ୟାଂଶ ଗୁଡିକଠାରୁ ହୋଶେୟର ଥିବା ଏବ୍ରୀ ବାକ୍ୟାଂଶ ଗୁଡିକ ଅଳ୍ପ ଭିନ୍ନ ଅଟେ "ମିଶରରୁ" ଶବ୍ଦରେ ଗୁରୁତ୍ଵ ଦିଆଯାଇଛି, ଅନ୍ୟ କୌଣସୀ ସ୍ଥାନ ନୁହେଁ "ଏହା ମିଶରରୁ ଯେ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ। "

Matthew 2:16

ଏହି ଅଧ୍ୟାୟ ବର୍ଣ୍ଣନା କରି ଅସୁଅଛି ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ତା'ପରେ ହେରୋଦ ଏହା ଯୋଷେଫ ମରିୟମ ଏବଂ ଯୀଶୁଙ୍କ ସହ ମିଶରକୁ ପଳାୟନ ହେଲା ପରେ ହେରୋଦ ଯାହା କଲେ ତାହା ବର୍ଣ୍ଣନା କରେ ହେରୋଦ ୨:୧୯ ନ ହେବା ପର୍ଯ୍ୟନ୍ତ ମୃତ୍ୟୁବରଣ କରନ୍ତି ନାହିଁ । #. ସେ ପ୍ରବଞ୍ଚୀତ ହେଲେ "ପଣ୍ଡିତମାନେ ତାହାଙ୍କୁ ଚତୁରତାର ସହିତ ଲଜ୍ଜିତ କରାଇଲେ" (ଦେଖନ୍ତୁ : UDB) #. ସେ ପଠାଇଲେ ଏବଂ ସମସ୍ତ ନ୍ୟୁନ ବୟସ୍କ ବାଳକମାନଙ୍କୁ ହତ୍ୟା କଲେ ବିକଳ୍ପ ଅନୁବାଦ: "ସେ ସମସ୍ତ ବାଳକମାନଙ୍କୁ ହତ୍ୟା କରିବାକୁ ଆଜ୍ଞା ଦେଲେ" କିମ୍ବା ସେ ସେଠାରେ ଥିବା ସମସ୍ତ ଶିଶୁ ବାଳକମାନଙ୍କୁ ହତ୍ୟା କରିବାକୁ ସୈନ୍ୟମାନଙ୍କୁ ପଠାଇଲେ ।" (UDB)

Matthew 2:17

ଏହି ଅଧ୍ୟାୟ ବର୍ଣ୍ଣନା କରେ ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । ପଦ ୧୮ ଯିରିମିୟ ୩୧:୧୫ରୁ ଉର୍ଦ୍ଧୃତ କରାଯାଇଅଛି ଗ୍ରୀକ୍ ପାଠ୍ୟର ମାଥିଉର ଶବ୍ଦଗୁଡିକ ଏବ୍ରୀ ପାଠ୍ୟର ଯିରିମିୟ ଶବ୍ଦଗୁଡିକ ଠାରୁ ଅଳ୍ପ ଅନ୍ତର ରହିଅଛି ।

Matthew 2:19

ଏହି ଅଧ୍ୟାୟ ବର୍ଣ୍ଣନା କରେ ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. ଦେଖ ଏହି ଚିହ୍ନ ଅନ୍ୟ ବୃହତ୍ କାହାଣୀରେ ଏକ ଅନ୍ୟ ଘଟଣାକୁ ଆରମ୍ଭ କରେ. ଏଥିରେ ପୁର୍ବବର୍ତ୍ତୀ ଘଟଣା ଠାରୁ ଭିନ୍ନ ଲୋକମାନେ ଅନ୍ତର୍ଭୁକ୍ତ ଅଟନ୍ତି
ଆପଣଙ୍କ ଭାଷାର ଏହା କରିବାରେ ଏକ ଉପାୟ ରହିଅଛି । #. ଯିଏ ଏକ ଶିଶୁ ବାଳକର ଜୀବନ ନେବାକୁ ଚେଷ୍ଟା କଲା "ଯିଏ ଶିଶୁ ବାଳକକୁ ହତ୍ୟା କରିବାକୁ ଚେଷ୍ଟା କଲା

Matthew 2:22

#. ଏହି ଅଧ୍ୟାୟ ବର୍ଣ୍ଣନା କରେ ଯେ କଅଣ ଘଟିଥିଲା ଯେତେବେଳେ ଯୀଶୁ ଯିହୁଦୀମାନଙ୍କର ରାଜା ଭାବରେ ଜନ୍ମଗ୍ରହଣ କରିଥିଲେ । #. କିନ୍ତୁ ଯେତେବେଳେ ସେ ଶୁଣିଲେ "କିନ୍ତୁ ଯେତେବେଳେ ଯୋଷେଫ ଶୁଣିଲେ" #. ତାଙ୍କ ପିତା ହେରୋଦ "ସେ ଆର୍ଖିଲାୟଙ୍କ ପିତା ଅଟନ୍ତି ।" #. ସେ ସେଠାକୁ ଯିବାପାଇଁ ଭୟ କରୁଥିଲେ "ସେ" ଯୋଷେଫଙ୍କୁ ସୁଚାଏ । #. ସେ ନାଜରତୀୟ ବୋଲି ଖ୍ୟାତ ହେବେ "ସେ" ଯୀଶୁଙ୍କୁ ସୁଚାଏ ।