Matthew 1

ମାଥିଉ 0୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ପୁରାତନ ନିୟମର ଅତିରିକ୍ତ ଉଦ୍ଧୃତ ବାକ୍ୟକୁ ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୧:୨୩ରେ ଉଦ୍ଧୃତ ବିଷୟବସ୍ତୁ ନିମନ୍ତେ ଏହା କରେ I

ଏହି ଅଧ୍ୟାୟରେ ବିଶେଷ ଧାରଣା

ବଂଶାବଳୀ

ବଂଶାବଳୀ ଏକ ତାଲିକା ଅଟେ ଯାହା ଜଣେ ବ୍ୟକ୍ତିଙ୍କ ପୂର୍ବପୁରୁଷ କିମ୍ବା ସନ୍ତାନଗଣମାନଙ୍କୁ ଉଲ୍ଲେଖ କରେ I ଯିହୁଦୀମାନେ ରାଜା ହେବା ନିମନ୍ତେ ଉପଯୁକ୍ତ ବ୍ୟକ୍ତିକୁ ମନୋନୀତ କରିବା ନିମନ୍ତେ ଏହି ବଂଶାବଳୀକୁ ବ୍ୟବହାର କରନ୍ତି I ସେମାନେ ଏହିପରି କଲେ କାରଣ କେବଳ ଜଣେ ରାଜାଙ୍କର ସନ୍ତାନ ରାଜା ହୋଇ ପାରିଲା I ଅଧିକାଂଶ ଗୁରତ୍ବପୁର୍ଣ୍ଣ ଲୋକମାନେ ସେମାନଙ୍କ ବଂଶାବଳୀ ଉଲ୍ଲେଖ କରନ୍ତି I

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଅଳଙ୍କାର

ପ୍ରତ୍ୟକ୍ଷ ଉକ୍ତିର ବ୍ୟବହାର

ମାଥିଉ ଏହି ଅଧ୍ୟାୟରେ ପ୍ରତ୍ୟକ୍ଷ ଉକ୍ତି ଉଦ୍ଦେଶ୍ୟ ମୁଳକ ଭାବେ ବ୍ୟବହାର କରିଛନ୍ତି ଯାହା ଯେ ମରିୟମ କାହା ସହିତ ବୈବାହିକ ସମ୍ପର୍କ ରଖି ନଥିଲେ I ସେ ପବିତ୍ରଆତ୍ମାଙ୍କ କର୍ତୁତ୍ବରେ ଯୀଶୁଙ୍କୁ ଗର୍ଭଧାରଣ କଲେ I ଅଧିକାଂଶ ଭାଷାରେ ପ୍ରତ୍ୟକ୍ଷ ଉକ୍ତି ନାହିଁ, ତେଣୁ ସେହି ଭାଷାରେ ଅନୁବାଦକମାନେ ସମାନ ସତ୍ୟତାକୁ ପ୍ରକାଶ କରିବା ନିମନ୍ତେ ଅନ୍ୟ ଉପାୟ ବାହାର କରିବା ଉଚିତ୍ (ଦେଖ: /WA-Catalog/or_tm?section=translate#figs-activepassive)

Matthew 1:1

General Information:

ଲେଖକ ଦର୍ଶାଇବା ନିମନ୍ତେ ଯୀଶୁଙ୍କ ବଂଶାବଳୀରୁ ଆରମ୍ଭ କରୁଛନ୍ତି ଯେ ଯୀଶୁ ଦାଉଦ ରାଜା ଓ ଅବ୍ରାହମଙ୍କ ବଂଶରୁ ଆସିଛନ୍ତି I ବଂଶାବଳୀ ମାଥିଉ ୧:୧୭ ମଧ୍ୟରୁ ଚାଲୁ ରହିଛି I

The book of the genealogy of Jesus Christ

ତୁମେ ଏହାକୁ ପୁର୍ଣ୍ଣବାକ୍ୟରେ ଅନୁବାଦ କରିପାର I ଅନ୍ୟ ଏକ ଅନୁବାଦରେ: “ଏହା ଯୀଶୁ ଖ୍ରୀଷ୍ଟଙ୍କ ପୂର୍ବପୁରୁଷମାନଙ୍କ ତାଲିକା ଅଟେ”

Jesus Christ, son of David, son of Abraham

ସେଠାରେ ଯୀଶୁ, ଦାଉଦ ଓ ଅବ୍ରାହମଙ୍କ ମଧ୍ୟରେ ଅନେକ ପୁରୁଷାନୁକ୍ରମ ରହିଥିଲେ I ଏଠାରେ “ପୁତ୍ର” ଅର୍ଥ “ସନ୍ତାନଗଣ I” ଅନ୍ୟ ଏକ ଅନୁବାଦରେ: “ ଯୀଶୁ ଖ୍ରୀଷ୍ଟ, ଦାଉଦଙ୍କ ସନ୍ତାନ, ଯେ ଅବ୍ରାହମଙ୍କ ସନ୍ତାନ ଥିଲେ”

son of David

ଅନେକ ସମୟରେ “ଦାଉଦଙ୍କ ସନ୍ତାନ” ବାକ୍ୟାଂଶ ଏକ ସଜ୍ଞା ଭାବେ ବ୍ୟବହୃତ ହୋଇଛି, କିନ୍ତୁ ଏଠାରେ କେବଳ ଯୀଶୁଙ୍କ ପୂର୍ବପୁରୁଷଙ୍କୁ ପରିଚିତ କରିବା ନିମନ୍ତେ ବ୍ୟବହୃତ ହୋଇଥିବା ଦେଖାଯାଏ I

Matthew 1:2

Abraham was the father of Isaac

ଅବ୍ରାହମ ଇସହାକଙ୍କ ପିତା ହେଲେ କିମ୍ବା “ଅବ୍ରାହମଙ୍କର ଜଣେ ପୁତ୍ର ଇସହାକ ଥିଲେ” କିମ୍ବା “ଅବ୍ରାହମଙ୍କର ଇସହାକ ନାମକ ଜଣେ ପୁତ୍ର ଥିଲେ” I ଏହାକୁ ତୁମେ ଭିନ୍ନଭାବରେ ଅନୁବାଦ କରିପାରିବ I ତୁମେ ଏଠାରେ ଯେଉଁଭଳି ଭାବେ ଅନୁବାଦ କରିପାର, ଯୀଶୁଙ୍କ ପୂର୍ବପୁରୁଷମାନଙ୍କର ଯେଭଳି ତାଲିକା ଅଛି ସେହିପରି ଅନୁବାଦ କରିବା ଉତ୍ତମ ହେବ I

Isaac the father ... Jacob the father

ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଇସହାକ ପିତା ଥିଲେ ... ଯାକୁବ ପିତା ଥିଲେ (ଦେଖ: /WA-Catalog/or_tm?section=translate#figs-ellipsis)

Matthew 1:3

Perez ... Zerah ... Hezron ... Ram

ଏଗୁଡିକ ପୁରୁଷମାନଙ୍କର ନାମଗୁଡିକ ଅଟେ (ଦେଖ: /WA-Catalog/or_tm?section=translate#translate-names)

Perez the father ... Hezron the father

ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I ଅନ୍ୟ ଏକ ଅନୁବାଦରେ: “ପେରେସ ପିତା ଥିଲେ ... ହିଷ୍ରୋଣ ପିତା ଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 1:4

Amminadab the father ... Nahshon the father

ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଅମ୍ମୀନାଦବ ପିତା ଥିଲେ ... ନହଶୋନ ପିତା ଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 1:5

Salmon was the father of Boaz by Rahab

ଶଲୋମନ ବୋୟାଜଙ୍କ ପିତା ଥିଲେ, ଏବଂ ବୋୟାଜଙ୍କ ମାତା ରାହାବ ଥିଲେ କିମ୍ବା “ଶଲୋମନ ଓ ରାହାବ ବୋୟାଜଙ୍କ ପିତାମାତା ଥିଲେ”

Boaz the father ... Obed the father

ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I ଅନ୍ୟ ଏକ ଅନୁବାଦରେ: ବୋୟାଜ ପିତା ଥିଲେ ... ଓବେଦ ପିତା ଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Boaz the father of Obed by Ruth

ବୋୟାଜ ଓବେଦଙ୍କ ପିତା ଥିଲେ, ଓ ଓବେଦଙ୍କ ମାତା ଋତ ଥିଲେ କିମ୍ବା “ଓବେଦଙ୍କ ପିତାମାତା ବୋୟାଜ ଓ ରୁତ ଥିଲେ”

Matthew 1:6

David the father of Solomon by the wife of Uriah

ଏଠାରେ “ଥିଲେ” ଶବ୍ଦ ବୁଝିବା ଅଟେ I “ଦାଉଦ ଶଲୋମନଙ୍କ ପିତା ଥିଲେ, ଓ ଶଲୋମନଙ୍କ ମାତା ଉରିୟଙ୍କ ସ୍ତ୍ରୀ ଥିଲେ” କିମ୍ବା “ଦାଉଦ ଓ ଉରିୟଙ୍କ ଭାର୍ଯ୍ୟା ଶଲୋମନଙ୍କ ପିତାମାତା ଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

the wife of Uriah

ବିଧବା ଉରିୟ I ଉରିୟଙ୍କ ମୃତ୍ୟୁ ପରେ ଶଲୋମନ ଜନ୍ମ ନେଲେ

Matthew 1:7

Rehoboam the father of Abijah, Abijah the father of Asa

“ଥିଲେ” ଶବ୍ଦ ଏହି ଉଭୟ ବାକ୍ୟାଂଶରେ ବୁଝିବା ଅଟେ I ଅନ୍ୟ ଏକ ଅନୁବାଦରେ: “ରିହବିୟାମ ଅବିୟଙ୍କ ପିତା ଥିଲେ, ଓ ଅବିୟ ଆସାଙ୍କ ପିତା ଥିଲେ” (ଦେଖ: /WA-Catalog/or_tm?section=translate#figs-ellipsis)

Matthew 1:10

Amon

ଅନେକ ସମୟରେ ଏହା “ଆମୋଶ” ଅନୁବାଦ ହୋଇଥାଏ

Matthew 1:11

Josiah was an ancestor of Jechoniah

“ପୂର୍ବପୁରୁଷ” ନିମନ୍ତେ ଆହୁରି ଏକ ବିଶେଷ ପଦ ବ୍ୟବହାର ହୋଇପାରେ, ବିଶେଷତଃ ଯଦି “ପୂର୍ବ ପୁରୁଷ” ଶବ୍ଦ କେବଳ ଯେକୌଣସି ବ୍ୟକ୍ତି ନିମନ୍ତେ ବ୍ୟବହୃତ ହୁଏ ଯେଉଁମାନେ ଜଣକର ପୂର୍ବପୁରୁଷମାନଙ୍କ ପୂର୍ବରୁ ବାସ କଲେ I ଅନ୍ୟ ଏକ ଅନୁବାଦରେ: “ଯିଶୀୟ ଯିକନୀୟଙ୍କ ପିତାମହ ଥିଲେ”

at the time of the deportation to Babylon

ଯେଉଁ ସମୟରେ ସେମାନେ ବାବିଲକୁ ନିର୍ବାସିତ ହେବା ନିମନ୍ତେ ବାଧ୍ୟହେଲେ କିମ୍ବା “ଯେଉଁ ସମୟରେ ବାବିଲର ଲୋକମାନେ ସେମାନଙ୍କୁ ପରାଜିତ କଲେ ଏବଂ ସେମାନଙ୍କୁ ବଳପୂର୍ବକ ବାବିଲରେ ବାସ କରିବା ନିମନ୍ତେ ବାଧ୍ୟକଲେ I “ଯଦି ତୁମ ଭାଷା କିଏ ବାବିଲକୁ ଯାଇଥିଲେ ସଦୃଶ ବିଶେଷ ତଥ୍ୟ ଆବଶ୍ୟକ କରେ, ତେବେ ତୁମେ କହିପାରିବ “ଇସ୍ରାଏଲମାନେ” କିମ୍ବା “ଇସ୍ରାଏଲ ଲୋକମାନେ ଯେଉଁମାନେ ଯିହୁଦାରେ ବାସ କରୁଥିଲେ I”

Babylon

ଏଠାରେ ଏହାର ଅର୍ଥ ବାବିଲ ରାଜ୍ୟ, କେବଳ ବାବିଲ ନଗରକୁ ନୁହେଁ I

Matthew 1:12

After the deportation to Babylon

ତୁମେ ମାଥିଉ ୧:୧୧ରେ ବ୍ୟବହୃତ ସମାନ ଶବ୍ଦ ବ୍ୟବହାର କର I

Shealtiel was an ancestor of Zerubbabel

ଶଲଟୀୟେଲ ଜିରୁବାବିଲଙ୍କ ପିତାମହ ଥିଲେ I

Matthew 1:15

Connecting Statement:

ଲେଖକ ଯୀଶୁଙ୍କ ବଂଶାବଳୀ ସମାପ୍ତ କରୁଛନ୍ତି, ଯାହା ମାଥିଉ ୧:୧ରେ ଆରମ୍ଭ ହୋଇଥିଲା I

Matthew 1:16

Mary, by whom Jesus was born

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମରିୟମ, ଯେ ଯୀଶୁଙ୍କୁ ଜନ୍ମ ଦେଲେ” (ଦେଖ: /WA-Catalog/or_tm?section=translate#figs-activepassive)

who is called Christ

ଏହାକୁ କର୍ତ୍ତୁବାଚ୍ୟ ଅକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାଙ୍କୁ ଲୋକମାନେ ଖ୍ରୀଷ୍ଟ କୁହନ୍ତି“ (ଦେଖ: /WA-Catalog/or_tm?section=translate#figs-activepassive)

Matthew 1:17

fourteen

୧୪ (ଦେଖ: /WA-Catalog/or_tm?section=translate#translate-numbers)

deportation to Babylon

ତୁମେ ମାଥିଉ ୧:୧୧ରେ ବ୍ୟବହୃତ ସମାନ ଶବ୍ଦ ବ୍ୟବହାର କର I

Matthew 1:18

General Information:

ଏହା ବିବରଣୀର ନୁତନ ଭାଗ ଆରମ୍ଭ କରେ ଯାହାକୁ ଲେଖକ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତରେ ବର୍ଣ୍ଣନା କରିଛନ୍ତି

His mother, Mary, was engaged to marry Joseph

ତାହାଙ୍କ ମାତା, ମରିୟମଙ୍କର, ଯୋଶେଫଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥିଲା I ସାଧାରଣତଃ ପିତାମାତା ସେମାନଙ୍କ ସନ୍ତାନଗଣର ବିବାହ ଆୟୋଜନ କରିଥାନ୍ତି, ଅନ୍ୟ ଏକ ଅନୁବାଦରେ:”ମରିୟମଙ୍କ ପିତାମାତା, ଯୀଶୁଙ୍କ ମାତା, ଯୋଶେଫଙ୍କୁ ବିବାହ ଦେବା ନିମନ୍ତେ ପ୍ରତିଜ୍ଞା କରିଥିଲେ” (ଦେଖ: /WA-Catalog/or_tm?section=translate#figs-explicit)

His mother, Mary, was engaged

ଏପରିଭାବେ ଅନୁବାଦ କର ଯାହା ସ୍ପଷ୍ଟ କରେ ଯେ ଯୀଶୁ ଜନ୍ମ ହୋଇ ନଥିଲେ ଯେତେବେଳେ ମରିୟମ ଓ ଯୋସେଫଙ୍କର ବିବାହ ନିର୍ବନ୍ଧ ହେଲା I ଅନ୍ୟ ଏକ ଅନୁବାଦରେ: ମରିୟମ, ଯେ ଯୀଶୁଙ୍କ ମାତା ହେବେ, ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା” (ଦେଖ: /WA-Catalog/or_tm?section=translate#figs-explicit)

before they came together

ସେମାନେ ବିବାହ ହେବା ପୂର୍ବରୁ I ଏହା ହୁଏତ ମରିୟମ ଓ ଯୋସେଫଙ୍କ ସହବାସକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୂର୍ବରୁ ସେମାନେ ସହବାସ କରିଥିଲେ” (ଦେଖ: /WA-Catalog/or_tm?section=translate#figs-euphemism)

she was found to be pregnant

ଏହାକୁ କର୍ତ୍ତୁବାଚ୍ୟରେ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ବୁଝିପାରିଲେ ଯେ ସେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି” କିମ୍ବା “ଏହା ଜଣାପଡିଲା ଯେ ସେ ଗର୍ଭବତୀ ଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

by the Holy Spirit

ସେ ପୁରୁଷ ସହିତ ସହବାସ କରିବା ପୂର୍ବରୁ ପବିତ୍ରଆତ୍ମାଙ୍କ କର୍ତ୍ତୁତ୍ବ ମରିୟମଙ୍କୁ ଗର୍ଭବତୀ ହେବାରେ ସକ୍ଷମ କରିଲେ I

Matthew 1:19

Joseph, her husband

ଯୋଶେଫ ଏପର୍ଯ୍ୟନ୍ତ ମରିୟମଙ୍କୁ ବିବାହ କରି ନଥିଲେ, କିନ୍ତୁ ଯେତେବେଳେ ଜଣେ ପୁରୁଷ ଓ ଜଣେ ମହିଳା ପରସ୍ପରକୁ ବିବାହ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ, ଯିହୁଦୀମାନେ ସେମାନଙ୍କୁ ସ୍ବାମୀ ଓ ସ୍ତ୍ରୀ ଭାବେ ପରିଗଣିତ କଲେ ଯଦିୟ ସେମାନେ ଏକତ୍ର ବାସ କରୁ ନଥିଲେ I ଅନ୍ୟ ଏକ ଅନୁବାଦରେ: “ଯୋଶେଫ, ଯେ ମରିୟମଙ୍କୁ ବିବାହ କରିବାର ଥିଲା” (ଦେଖ: /WA-Catalog/or_tm?section=translate#figs-explicit)

divorce her

ବିବାହ ହେବା ନିମନ୍ତେ ସେମାନଙ୍କ ଯୋଜନାକୁ ସ୍ଥଗିତ କରନ୍ତି

Matthew 1:20

As he thought

ଯୋଶେଫ ଏପରି ଚିନ୍ତା କରିବା ସମୟରେ

appeared to him in a dream

ତାହାଙ୍କ ମନ ଭିତରକୁ ଆସିଲା ଯେତେବେଳେ ଯୋଶେଫ ସ୍ବପ୍ନ ଦେଖୁଥିଲେ

son of David

ଏଠାରେ “ପୁତ୍ର” ଅର୍ଥ “ସନ୍ତାନଗଣ”

the one who is conceived in her is conceived by the Holy Spirit

ଏହାକୁ କର୍ତ୍ତୁବଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପବିତ୍ରଆତ୍ମା ଏହି ପୁତ୍ରକୁ ଗର୍ଭଧାରଣ କରିବା ନିମନ୍ତେ ମରିୟମଙ୍କୁ କର୍ତ୍ତୁତ୍ବ କଲେ” (ଦେଖ: /WA-Catalog/or_tm?section=translate#figs-activepassive)

Matthew 1:21

She will give birth to a son

ଯେହେତୁ ଈଶ୍ବର ଦୁତ ପ୍ରେରଣ କଲେ, ଦୁତ ଜାଣିଥିଲେ ଏହି ଶିଶୁ ଜଣେ ବାଳକ ଥିଲେ I

you will call his name

ତୁମେ ତାହାର ନାମ ଦେବ କିମ୍ବା “ତୁମେ ନିଶ୍ଚୟ ତାହାର ନାମ ଦେବ” ଏହା ଏକ ଅଜ୍ଞା ଅଟେ I

for he will save

ଅନୁବାଦକ ହୁଏତ ଏକ ପାଦଟିକା ସଂଯୁକ୍ତ କରିପାରନ୍ତି ଯାହା “‘ଯୀଶୁ’ ନାମର ଅର୍ଥ ‘ସଦାପ୍ରଭୁ ଉଦ୍ଧାର କରନ୍ତି’”

his people

ଏହା ଯିହୁଦୀମାନଙ୍କୁ ବୁଝାଏ

Matthew 1:22

General Information:

ଲେଖକ ଯିଶାଇୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟ ଉଦ୍ଧୃତକରି ଦେଖାଇବାକୁ ଚାହାନ୍ତି ଯେ ଯୀଶୁଙ୍କ ଜନ୍ମ ଶାସ୍ତ୍ର ଅନୁସାରେ ହେଲା (ଦେଖ: /WA-Catalog/or_tm?section=translate#writing-background)

All this happened

ଦୁତ ଆଉ କଥା କହୁନାହାନ୍ତି I ମାଥିଉ ବର୍ତ୍ତମାନ ଦୁତଙ୍କ ସମ୍ବାଦର ଗୁରୁତ୍ବକୁ ବର୍ଣ୍ଣନା କରୁଛନ୍ତି I

what was spoken by the Lord through the prophet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାହା ବହୁବର୍ଷ ପୁର୍ବେ ସଦାପ୍ରଭୁ ଭବିଷ୍ୟତ ବକ୍ତାଙ୍କୁ ଲେଖିବାକୁ କହିଥିଲେ” (ଦେଖ: /WA-Catalog/or_tm?section=translate#figs-activepassive)

the prophet

ସେହି ସମୟରେ ଅନେକ ଭବିଷ୍ୟତ ବକ୍ତା ଥିଲେ I ମାଥିଉ ଯିଶାୟ ଭବିଷ୍ୟତ ବକ୍ତାଙ୍କ ବିଷୟରେ କହୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯିଶାୟ ଭବିଷ୍ୟତ ବକ୍ତା”(ଦେଖ: /WA-Catalog/or_tm?section=translate#figs-explicit)

Matthew 1:23

Behold ... Immanuel

ଏଠାରେ ମାଥିଉ ଯିଶାୟ ଭବିଷ୍ୟତ ବକ୍ତାଙ୍କୁ ଉଦ୍ଧୃତ କରିଛନ୍ତି

Behold, the virgin

ଧ୍ୟାନ ଦିଅ, କାରଣ ଯାହା ମୁଁ କହିବାକୁ ଯାଉଛି ତାହା ଉଭୟ ସତ୍ୟ ଓ ଗୃରୁତ୍ବପୁର୍ଣ୍ଣ ଅଟେ: କୁମାରୀ ବା କନ୍ୟା

Immanuel

ଏହା ଜଣେ ପୁରୁଷର ନାମ ଅଟେ I (ଦେଖ: /WA-Catalog/or_tm?section=translate#translate-names)

which means, ""God with us.

ଏହା ଯିଶାଇୟ ପୁସ୍ତକରେ ନାହିଁ I ମାଥିଉ “ଇମ୍ମାନୁୟେଲ” ଶବ୍ଦର ଅର୍ଥ ବର୍ଣ୍ଣନା କରୁଛନ୍ତି I ତୁମେ ଏହାକୁ ଏକ ଭିନ୍ନ ବାକ୍ୟ ଭାବେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଏହି ନାମର ଅର୍ଥ ‘ଆମ୍ଭମାନଙ୍କ ସହିତ ଈଶ୍ବର’”

Matthew 1:24

Connecting Statement:

ଲେଖକ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତର ଘଟଣାବଳୀରେ ତାହାଙ୍କ ବର୍ଣ୍ଣନା ସମାପ୍ତ କରୁଛନ୍ତି I

as the angel of the Lord commanded

ଦୁତ ଯୋଷେଫଙ୍କୁ କହିଲେ ମରିୟମଙ୍କୁ ତୁମର ଭାର୍ଯା ଭାବେ ଗ୍ରହଣ କର ଓ ଶିଶୁର ନାମ ଯୀଶୁ ଦେବ I

he took her as his wife

ସେ ମରିୟମଙ୍କୁ ବିବାହ କଲେ

Matthew 1:25

he did not know her

ଏହା ଏକ ସ୍ପଷ୍ଟକ୍ତି ଅଟେ I ଅନ୍ୟ ଏକ ଅନୁବାଦରେ: “ସେ ମରିୟମଙ୍କ ସହିତ ବୈବାହିକ ସମ୍ପର୍କ ରଖିଲେ ନାହିଁ” (ଦେଖ: /WA-Catalog/or_tm?section=translate#figs-euphemism)

to a son

ଏକ ପୁରୁଷ ଶିଶୁକୁ କିମ୍ବା “ତାହାର ପୁତ୍ରକୁ” I ଏହାକୁ ସ୍ପଷ୍ଟ କର ଯେ ଯୋଷେଫ ପ୍ରକୃତ ପିତାଭାବେ ଚିତ୍ରିତ ହୁଅନ୍ତି ନାହି I

Then he called his name Jesus

ଯୋଷେଫ ଶିଶୁର ନାମ ଯୀଶୁ ଦେଲେ